ଅର୍ଥ : ହଠାତ ଆସି ପହଞ୍ଚୁଥିବା ଅନାପେକ୍ଷିତ ସଙ୍କଟ
ଉଦାହରଣ :
ଉଡ଼ାଜାହାଜର ଇଞ୍ଜିନ ଅଚଳ ହେବାରୁ ଜରୁରୀକାଳୀନ ପରିସ୍ଥିତି ଉତ୍ପନ୍ନ ହେଲା
ସମକକ୍ଷ : ଜରୁରୀକାଳୀନ ପରିସ୍ଥିତି
ଅନ୍ୟ ଭାଷାରେ ଅନୁବାଦ :
अचानक आया हुआ अनपेक्षित संकट।
हवाई जहाज का इंजन बंद होते ही आपात स्थिति पैदा हो गई।