ଅର୍ଥ : ଆବଶ୍ୟକ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଏହି ପଦ ପାଇଁ ଆବଶ୍ୟକତାରୁ ଅଧିକ ଆବେଦନ ପତ୍ର ମିଳିଛି ଏହି କାମ କରିବା ନିମନ୍ତେ ମୋପାଇଁ ତୁମର ଆବଶ୍ୟକତା ନାହିଁ
ସମକକ୍ଷ : ଦରକାର, ବାଞ୍ଛନୀୟ, ଲୋଡ଼ା
ଅନ୍ୟ ଭାଷାରେ ଅନୁବାଦ :
Required activity.
The requirements of his work affected his health.ଅର୍ଥ : ସେହି ବିଚାର ଯାହା ପୂରଣ କରିବାପାଇଁ କୌଣସି କାମ କରାଯାଏ
ଉଦାହରଣ :
ଏହି କାମ କରିବା ପଛରେ ଆପଣଙ୍କର କି ଉଦ୍ଦେଶ୍ୟ ଅଛି? ନିଜ ଉଦ୍ଦେଶ୍ୟ ପୂରଣ କ୍ଷେତ୍ରରେ ଆପଣଙ୍କର ସମୟ ନଷ୍ଟକରିବା ଉଚିତ୍ ନୁହେଁ
ସମକକ୍ଷ : ଅଭିପ୍ରାୟ, ଉଦ୍ଦେଶ୍ୟ, ପ୍ରୟୋଜନ, ମତଲବ୍, ଲକ୍ଷ
ଅନ୍ୟ ଭାଷାରେ ଅନୁବାଦ :
वह विचार जिसे पूरा करने के लिए कोई काम किया जाए।
इस काम को करने के पीछे आपका क्या उद्देश्य है?