ଅର୍ଥ : ନିୟମାନୁଯାୟୀ ଯାହା ନିଜର ନୁହେଁ ଏଭଳି କୌଣସି ସୁଖ ବା ସୁବିଧା ଭୋଗର ବିଶେଷଅଧିକାର
ଉଦାହରଣ :
ଆଭୁକ୍ତି ପ୍ରାପ୍ତ ଭଡାଟିଆ ଆଜି ମଧ୍ୟ ମାତ୍ର ଶହେ ଟଙ୍କା ଭଡା ଦେଉଛନ୍ତି
ସମକକ୍ଷ :
ଆଭୋଗ
ଅନ୍ୟ ଭାଷାରେ ଅନୁବାଦ :
विधिक के क्षेत्र में, जो आपका नहीं हो ऐसे किसी सुख या सुभीते के भोग का विशेषाधिकार।
आभुक्ति प्राप्त किरायेदार आज भी मात्र सौ रूपए किराया देते हैं।
आभुक्ति,
आभोग