ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମାଂସ, ମାଛଯୁକ୍ତ ଭୋଜନ
ଉଦାହରଣ : ସେ ଆମିଷ ଖାଇବାକୁ ପସନ୍ଦ କରେ
ସମକକ୍ଷ : ଆଇଁଷ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह भोजन जिसमें मांस, मछली आदि हो।
ଅର୍ଥ : ଯେଉଁଥିରେ ମାଂସ,ମାଛ ଆଦି ମିଶିଛି
ଉଦାହରଣ : ଆଜିକାଲି ଆମିଷ ଭୋଜନ ପ୍ରତି ଲୋକଙ୍କ ରୁଚି ବଢ଼ିଯାଉଛି
जिसमें मांस, मछली आदि मिला हो।
ସଂସ୍ଥାପନ କରନ୍ତୁ