ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆର୍ଯ୍ୟସମାଜୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆର୍ଯ୍ୟସମାଜୀ   ବିଶେଷ୍ୟ

ଅର୍ଥ : ଆର୍ଯ୍ୟସମାଜର ସିଦ୍ଧାନ୍ତକୁ ମାନୁଥିବା ବ୍ୟକ୍ତି

ଉଦାହରଣ : ଆର୍ଯ୍ୟସମାଜୀ ମୂର୍ତ୍ତିପୂଜାର ବିରୋଧ କରନ୍ତି


ଅନ୍ୟ ଭାଷାରେ ଅନୁବାଦ :

आर्यसमाज के सिद्धांतों को मानने वाला व्यक्ति।

आर्यसमाजी मूर्तिपूजा का विरोध करते हैं।
आर्यसमाजी

A human being.

There was too much for one person to do.
individual, mortal, person, somebody, someone, soul

ଆର୍ଯ୍ୟସମାଜୀ   ବିଶେଷଣ

ଅର୍ଥ : ଯେ ଆର୍ଯ୍ୟ ସମାଜ ସହିତ ସମ୍ବନ୍ଧିତ

ଉଦାହରଣ : ଆର୍ଯ୍ୟସମାଜୀ ସିଦ୍ଧାନ୍ତରେ ମୂର୍ତ୍ତିପୂଜା ଓ ପୌରାଣିକ ରୀତିଗୁଡ଼ିକର ବିରୋଧ କରାଯାଇଛି


ଅନ୍ୟ ଭାଷାରେ ଅନୁବାଦ :

जो आर्यसमाज से संबंधित हो।

आर्यसमाजी सिद्धांतों में मूर्तिपूजा और पौराणिक रीतियों का विरोध किया गया है।
आर्यसमाजी