ଅର୍ଥ : ଆଶ୍ରୟ ଦେବା ଓ ମଝବୁତ କରିବା
ଉଦାହରଣ :
ସେ ସବୁବେଳେ ଅନ୍ୟମାନଙ୍କର ସାହସ ବଢ଼ାଏ ସେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମୋ ସହାୟତା କଲା
ସମକକ୍ଷ : ସମର୍ଥନ କରିବା, ସହଭାଗୀ ହେବା, ସହାୟତା କରିବା
ଅନ୍ୟ ଭାଷାରେ ଅନୁବାଦ :
* सहारा देना और मजबूत करना।
वह सदा दूसरों की हिम्मत बढ़ाता है।ଅର୍ଥ : କାହାରିକୁ ରହିବା ନିମନ୍ତେ ସ୍ଥାନ ଦେବା
ଉଦାହରଣ :
ଜଙ୍ଗଲରେ ବୁଲୁଥିବା ପଥିକଟିକୁ ସାଧୁ ନିଜ ଆଶ୍ରମରେ ଆଶ୍ରୟ ଦେଲେ
ସମକକ୍ଷ : ଶରଣ ଦେବା
ଅନ୍ୟ ଭାଷାରେ ଅନୁବାଦ :
किसी को रहने के लिए स्थान देना।
जंगल में भटके राहगीरों को साधु ने अपने आश्रम में शरण दिया।Provide shelter for.
After the earthquake, the government could not provide shelter for the thousands of homeless people.