ଅର୍ଥ : ଯେଉଁବ୍ୟକ୍ତି ପ୍ରଜ୍ବଳିତ ଅଗ୍ନି ଦ୍ବାରା ଅର୍କ, ମଦ୍ୟ ଆଦିର ପରିସ୍ରବଣ କରେ ବା ମଦ ତିଆରି କରୁଥିବା ବ୍ୟକ୍ତି
ଉଦାହରଣ :
ଆସବକର ଭାଟିରେ ସବୁବେଳେ ଭିଡ ଲାଗି ରହିଥାଏ
ଅନ୍ୟ ଭାଷାରେ ଅନୁବାଦ :
वह जो भभके आदि से अर्क, शराब आदि चुआता हो या आसव बनाने वाला व्यक्ति।
आसवक के भट्ठी में हमेशा भीड़ रहती है।Someone who distills alcoholic liquors.
distiller