ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଂଦୁବାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଂଦୁବାର   ବିଶେଷ୍ୟ

ଅର୍ଥ : ଜ୍ୟୋତିଷଙ୍କ ଅନୁସାରେ ଜନ୍ମକୁଣ୍ଡଳୀର ତୃତୀୟ, ଷଷ୍ଠ ବା ଦ୍ବାଦଶ ଘରେ କ୍ରୂର ଗ୍ରହମାନଙ୍କର ଗୋଟିଏ ଯୋଗ

ଉଦାହରଣ : ଜ୍ୟୋତିଷ ମହାଶୟ ଇନ୍ଦୁବାରର ପରିଣାମକୁ ନିଷ୍କ୍ରିୟ କରିବା ପାଇଁ ଉପାୟ ବତାଉଛନ୍ତି

ସମକକ୍ଷ : ଇନ୍ଦୁବାର


ଅନ୍ୟ ଭାଷାରେ ଅନୁବାଦ :

ज्योतिष के अनुसार जन्म कुंडली के तीसरे, छठे या बारहवें घर में क्रूर ग्रहो का एक योग।

ज्योतिषीजी इंदुवार के परिणामों को निष्क्रिय करने का उपाय बता रहे हैं।
इंदु-वार, इंदुवार, इन्दु-वार, इन्दुवार