ଅର୍ଥ : ଦକ୍ଷଙ୍କର ଜଣେ କନ୍ୟା
ଉଦାହରଣ :
କଶ୍ୟପ ଋଷିଙ୍କ ସହିତ ଇଡାଙ୍କ ବିବାହ ହୋଇଥିଲା
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଯଜ୍ଞରେ ଦିଆଯାଉଥିବା ଗୋଟିଏ ବିଶେଷ ପ୍ରକାରର ଆହୁତି
ଉଦାହରଣ :
ପ୍ରୟାଜା ଏବଂ ଅନୁୟାଜାଙ୍କ ମଝିରେ ଇଡା ଦିଆଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବୈବସ୍ବତ ମନୁଙ୍କ ଦ୍ବିତୀୟ ପତ୍ନୀ
ଉଦାହରଣ :
ପୁରାଣମାନଙ୍କରେ ଇଡାଙ୍କ ବର୍ଣ୍ଣନା ମିଳେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଗୋଟିଏ ଯଜ୍ଞପାତ୍ର
ଉଦାହରଣ :
ପଣ୍ଡିତ ମହାଶୟ ଇଡାରେ ଆହୁତି ଦେବାକୁ ଯଜମାନଙ୍କୁ କହିଲେ
ଅନ୍ୟ ଭାଷାରେ ଅନୁବାଦ :