ଅର୍ଥ : ଇହୁଦୀ, ମୁସଲମାନ ବା ଖ୍ରୀଷ୍ଟିୟାନ ମତାନୁସାରେ ସ୍ୱର୍ଗର ଯେଉଁ ବନରେ ଈଶ୍ୱର ଆଦାମକୁ ସୃଷ୍ଟି କରିଥିଲେ
ଉଦାହରଣ :
ଈଶ୍ୱର ଆଦାମକୁ ଇଡେନ୍ର ସେଓ ଖାଇବାପାଇଁ ମନା କରିଥିଲେ
ସମକକ୍ଷ : ଏଡେନ୍
ଅନ୍ୟ ଭାଷାରେ ଅନୁବାଦ :
यहूदी, मुसलमान या ईसाई मतानुसार स्वर्ग का वह वन जहाँ ईश्वर ने आदम को बनाया था।
ईश्वर ने आदम को ईडन गार्डन के सेब खाने से मना किया था।A beautiful garden where Adam and Eve were placed at the Creation. When they disobeyed and ate the forbidden fruit from the tree of knowledge of good and evil they were driven from their paradise (the fall of man).
eden, garden of eden