ଅର୍ଥ : ସ୍ୱର୍ଗର ଅଧିପତି ବିଚାର କରାଯାଉଥିବା ଦେବତା
ଉଦାହରଣ :
ବେଦରେ ଇନ୍ଦ୍ରଙ୍କ ଆରାଧନା ସଂପର୍କରେ ଉଲ୍ଲେଖ ଅଛି
ସମକକ୍ଷ : ଦେବରାଜ, ଦେବେନ୍ଦ୍ର, ପବିଧର, ପୁରନ୍ଦର, ବଜ୍ରଧର, ମଘବାନ, ସଚ୍ଚିପତି, ସହସ୍ର ନେତ୍ର, ସହସ୍ରଚକ୍ଷୁ, ସୁରେନ୍ଦ୍ର
ଅନ୍ୟ ଭାଷାରେ ଅନୁବାଦ :
एक देवता जो स्वर्ग तथा देवताओं के अधिपति माने जाते हैं।
वेदों में इंद्र की आराधना का उल्लेख है।ଅର୍ଥ : କୌଣସି ଦେଶର ପ୍ରଧାନ ଶାସକ ଏବଂ ସ୍ୱାମୀ
ଉଦାହରଣ :
ତ୍ରେତୟା ଯୁଗରେ ଶ୍ରୀରାମ ଅଯୋଧ୍ୟାର ରାଜା ଥିଲେ
ସମକକ୍ଷ : ଅଧିପ, ଅଧିପତି, ଅବନୀଶ, ଅବନୀଶ୍ୱର, ନରପତି, ନରାଧିପ, ନରେନ୍ଦ୍ର, ନରେଶ, ନୃପ, ନୃପତି, ବିରେନ୍ଦ୍ର, ଭୂପ, ଭୂପତି, ଭୂପାଳ, ଭୂମିପତି, ଭୂମିପାଳ, ମହୀପତି, ମହୀପାଳ, ରାଜା, ସମ୍ରାଟ
ଅନ୍ୟ ଭାଷାରେ ଅନୁବାଦ :
किसी देश का प्रधान शासक और स्वामी।
त्रेतायुग में श्रीराम अयोध्या के राजा थे।A male sovereign. Ruler of a kingdom.
King is responsible for the welfare of the subject.