ଅର୍ଥ : ଇନ୍ଦ୍ରଙ୍କ ପ୍ରଧାନ ଶସ୍ତ୍ର
ଉଦାହରଣ :
ବାଳ ହନୁମାନଙ୍କ ଉପରେ ଇନ୍ଦ୍ର ଥରେ ବଜ୍ର ପ୍ରହାର କରିଥିଲେ
ସମକକ୍ଷ : ଇନ୍ଦ୍ରଶସ୍ତ୍ର, କୁଳିଶ, ବଜ୍ର
ଅନ୍ୟ ଭାଷାରେ ଅନୁବାଦ :
Indra's thunderbolt.
vajraଅର୍ଥ : ବର୍ଷାକାଳରେ ଆକାଶରେ ସୂର୍ଯ୍ୟଙ୍କ ସମ୍ମୁଖ ଭାଗସ୍ଥ ଦିଗରେ ଦେଖାଯିବା ସାତରଙ୍ଗର ଅର୍ଦ୍ଧବୃତ୍ତ
ଉଦାହରଣ :
ବର୍ଷାଦିନେ ଇନ୍ଦ୍ରଧନୁ ଆକାଶପାଇଁ ଅପୂର୍ବ ସୌନ୍ଦର୍ଯ୍ୟର ଉପାଦାନ ହୁଏ
ଅନ୍ୟ ଭାଷାରେ ଅନୁବାଦ :
सात रंगों का वह अर्द्धवृत्त जो वर्षाकाल में आकाश में सूर्य के सामने की दिशा में दिखाई देता है।
वर्षा काल में इंद्रधनुष आकाश की ख़ूबसूरती में चार चाँद लगा देता है।An arc of colored light in the sky caused by refraction of the sun's rays by rain.
rainbow