ଅର୍ଥ : ବିଜାପୁରର ଜଣେ ମୁସଲମାନ ଶାସକ
ଉଦାହରଣ :
ଆଦିଲଶାହା ଅସୁସ୍ଥ ହେବା କ୍ଷଣି ଶିବାଜୀ ବିଜାପୁରରେ ପ୍ରବେଶ କରିବାର ନିଷ୍ପତ୍ତି ନେଲେ
ସମକକ୍ଷ : ଆଦିଲଶାହା
ଅନ୍ୟ ଭାଷାରେ ଅନୁବାଦ :
बीजापुर का एक मुस्लिम शासक।
आदिलशाह के बीमार पड़ते ही शिवाजी ने बीजापुर में प्रवेश का निर्णय लिया था।