ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଳାବୃତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଳାବୃତ୍ତ   ବିଶେଷ୍ୟ

ଅର୍ଥ : ଜମ୍ବୁ ଦ୍ବୀପର ନଅ ଖଣ୍ଡ ମଧ୍ୟରୁ ଗୋଟିଏ ଯାହା ମଧ୍ୟ ଭାଗରେ ଏବଂ ସବୁଠୁ ଉଚ୍ଚରେ ଅବସ୍ଥିତ

ଉଦାହରଣ : ପୁରାଣମାନଙ୍କରେ ଇଳାବୃତ୍ତର ବର୍ଣ୍ଣନା ମିଳେ

ସମକକ୍ଷ : ଇଳାବର୍ତ୍ତ


ଅନ୍ୟ ଭାଷାରେ ଅନୁବାଦ :

जंबू द्वीप के नौ खंडों में से एक जो मध्य भाग में और सबसे ऊँचा था।

इलावृत का वर्णन पुराणों में मिलता है।
इलावर्त्त, इलावृत