ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପିମ୍ପୁଡି ଭଳି ଏକ ଧଳା କୀଟ ଯେ କାଠ, କାଗଜଆଦିରେ ଲାଗି ସେ ସବୁକୁ ଖାଇଯାଏ
ଉଦାହରଣ : ଏହି ବହିର କିଛି ପୃଷ୍ଠା ଉଈ ଖାଇଯାଇଛନ୍ତି
ସମକକ୍ଷ : ବଲ୍ମୀକ
ଅନ୍ୟ ଭାଷାରେ ଅନୁବାଦ :हिन्दी English
चींटी की तरह का एक सफेद कीड़ा जो लकड़ी, कागज़ आदि में लगकर उन्हें खा जाता है।
Whitish soft-bodied ant-like social insect that feeds on wood.
ସଂସ୍ଥାପନ କରନ୍ତୁ