ଅର୍ଥ : ଚନ୍ଦ୍ରର ପଥରେ ଆସୁଥିବା ଷଡବିଂଶତିତମ ନକ୍ଷତ୍ର
ଉଦାହରଣ :
ଉତ୍ତର-ଭାଦ୍ରପଦ ନକ୍ଷତ୍ରର ପୂର୍ବରୁ ପୂର୍ବ ଭାଦ୍ରପଦ ନକ୍ଷତ୍ର ପଡ଼େ
ସମକକ୍ଷ : ଉତ୍ତର-ଭାଦ୍ରପଦନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :
चन्द्रमा के पथ पर आनेवाला छब्बीसवाँ नक्षत्र।
उत्तर-भाद्रपद नक्षत्र से पूर्व पूर्वा-भाद्रपद नक्षत्र आता है।