ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ତୋଳିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ତୋଳିତ   ବିଶେଷଣ

ଅର୍ଥ : ପ୍ରସଙ୍ଗାନୁସାରେ ଯାହାର ଉଲ୍ଲେଖ,ଚର୍ଚ୍ଚା ବା ଉଦ୍ଧୃତ କରାଯାଇଛି ଅଥବା ଯାହା ଆଡ଼କୁ ନିର୍ଦ୍ଦେଶ ବା ସଙ୍କେତ କରାଯାଇଛି

ଉଦାହରଣ : ଉଦ୍ଧୃତ ପଂକ୍ତିଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ

ସମକକ୍ଷ : ଉଦ୍ଧୃତ


ଅନ୍ୟ ଭାଷାରେ ଅନୁବାଦ :

प्रसंगवश जिसका उल्लेख, चर्चा अथवा उद्धरण किया गया हो या जिसकी ओर निर्देष अथवा संकेत किया गया हो।

अभिदिष्ट पंक्तियों पर ध्यान दीजिएगा।
अभिदिष्ट, अभिनिर्दिष्ट

ଅର୍ଥ : ଉଠା ହେଉଥିବା ବା ଚଢ଼ା ଯାଉଥିବା

ଉଦାହରଣ : ଶ୍ରମିକଟି ଉତ୍ତୋଳିତ ବସ୍ତୁକୁ ରିକ୍ସାରେ ରଖିଲା


ଅନ୍ୟ ଭାଷାରେ ଅନୁବାଦ :

उठाया हुआ या चढ़ाया हुआ।

मजदूर ने उत्तोलित वस्तु को रिक्शे पर रख दिया।
उत्तोलित