ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜୀବନ ଧାରଣ କରିବା କ୍ରିୟା ବା ଭାବ
ଉଦାହରଣ : କୃଷ୍ଣଙ୍କ ଜନ୍ମ ମଥୁରାରେ ହୋଇଥିଲା
ସମକକ୍ଷ : ଆର୍ବିଭାବ, ଜନ୍ମ, ଜାତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जीवन धारण करने की क्रिया या भाव।
The event of being born.
ଅର୍ଥ : ପ୍ରଥମେ ଅସ୍ତିତ୍ୱସହ ଯୁକ୍ତ ହେବା
ଉଦାହରଣ : ପୃଥିବୀରେ ସର୍ବ ପ୍ରଥମେ ଏକକୋଷୀୟ ଜୀବଙ୍କର ଉତ୍ପତ୍ତି ହୋଇଥିଲା
ସମକକ୍ଷ : ଆବିର୍ଭାବ, ଉଦ୍ଭବ, ଉଦୟ, ଜନ୍ମ
पहले-पहल अस्तित्व में आने की क्रिया या भाव।
The gradual beginning or coming forth.
ସଂସ୍ଥାପନ କରନ୍ତୁ