ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ସାହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ସାହ   ବିଶେଷ୍ୟ

ଅର୍ଥ : କୌଣସି ପ୍ରଭାବଶାଳି ବ୍ୟକ୍ତିକୁ ଲକ୍ଷକରି କହିବା କିମ୍ବା କରିବାପାଇଁ ହେଉଥିବା ସଂକେତ

ଉଦାହରଣ : ମୋତେ ଚିତ୍ରକଳାର ପ୍ରେରଣା ମାଆଙ୍କଠାରୁ ମିଳିଛି

ସମକକ୍ଷ : ପ୍ରେରଣା


ଅନ୍ୟ ଭାଷାରେ ଅନୁବାଦ :

किसी प्रभावशाली व्यक्ति या क्षेत्र की ओर से कुछ कहने या करने के लिए होनेवाला संकेत।

मुझे चित्रकला की प्रेरणा माँ से मिली।
इनसेंटिव, इनसेन्टिव, इन्सेंटिव, इन्सेन्टिव, ईरण, उत्प्रेरणा, प्रेरणा

ଅର୍ଥ : ଆନନ୍ଦପୂର୍ଣ୍ଣ ଉତ୍ସାହ

ଉଦାହରଣ : ସେ ଉଲ୍ଲାସ ସହିତ ଅନ୍ୟର ସେବା କରେ

ସମକକ୍ଷ : ଉଲ୍ଲାସ


ଅନ୍ୟ ଭାଷାରେ ଅନୁବାଦ :

साधारण बातों से होने वाला अस्थायी या क्षणिक तथा हल्का आनंद।

सभी को उल्लास का अनुभव नहीं होता है।
उमंग, उल्लास, गुदगुदाहट, गुदगुदी, हुलास

Joyful enthusiasm.

exuberance

ଅର୍ଥ : କିଛି କରିବାପାଇଁ କାହାରି ଉତ୍ସାହ ବଢ଼ାଇବାର ପ୍ରକ୍ରିୟା

ଉଦାହରଣ : ସେ ପ୍ରତିଯୋଗୀମାନଙ୍କୁ ପ୍ରୋତ୍ସାହନ ଦେଉଥିଲେ

ସମକକ୍ଷ : ପ୍ରୋତ୍ସାହ, ପ୍ରୋତ୍ସାହନ


ଅନ୍ୟ ଭାଷାରେ ଅନୁବାଦ :

कुछ करने के लिए किसी का उत्साह बढ़ाने की क्रिया।

वह प्रतियोगियों को प्रोत्साहन दे रहा था।
उत्तेजन, प्रोत्साहन, बढ़ावा, हिम्मत आफजाई, हिम्मत आफ़ज़ाई, हौसला आफजाई, हौसला आफ़ज़ाई

The act of giving hope or support to someone.

boost, encouragement

ଅର୍ଥ : ମନରେ ଉତ୍ପନ୍ନ ହେଉଥିବା ଏକ ମନୋବେଗ ଯାହାଦ୍ୱାରା କାମ କରିବାପାଇଁ ଶକ୍ତି ବଢ଼େ

ଉଦାହରଣ : ସଚିନ ଉତ୍ସାହ ସହିତ ବଲ୍‌ ମାରୁଛନ୍ତି

ସମକକ୍ଷ : ଆଗ୍ରହ, ଉଲ୍ଲାସ, ଯତ୍ନ


ଅନ୍ୟ ଭାଷାରେ ଅନୁବାଦ :

मन में उत्पन्न होनेवाला वह मनोवेग जिससे काम करने की शक्ति बढ़ती है।

सचिन उत्साह के साथ बल्लेबाजी करते हैं।
अध्यवसान, अभिप्रीति, उच्छाव, उच्छाह, उछाला, उछाव, उछाह, उत्तेजन, उत्साह, उमंग, उल्लास, गर्मजोशी, च्वेष, जोश, दाप, प्रगल्भता, प्रागल्भ्य, सरगरमी, सरगर्मी, स्पिरिट, हौसला

A feeling of excitement.

enthusiasm

ଅର୍ଥ : କୌଣସି କାମପାଇଁ ହେଉଥିବା ଉତ୍ସାହ

ଉଦାହରଣ : ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ

ସମକକ୍ଷ : ଚଞ୍ଚଳତା, ତେଜ, ଫୂର୍ତ୍ତି, ସ୍ପୂର୍ତ୍ତି


ଅନ୍ୟ ଭାଷାରେ ଅନୁବାଦ :

किसी काम के लिए होने वाला उत्साह।

छोटे बच्चों में बड़ी फुर्ती होती है।
चुस्ती, फुरती, फुर्ती, स्फुरण, स्फूर्ति

The gracefulness of a person or animal that is quick and nimble.

agility, legerity, lightness, lightsomeness, nimbleness

ଉତ୍ସାହ   ବିଶେଷଣ

ଅର୍ଥ : ଯେଉଁଥିରେ ଉତ୍ସାହ ଅଛି କିମ୍ବା ଉତ୍ସାହରେ ଭରପୂର୍ଣ୍ଣ

ଉଦାହରଣ : ସେ ଉତ୍ସାହ ସହକାରେ ଭାଷଣ ଦେଲା

ସମକକ୍ଷ : ଆବେଶପୂର୍ଣ୍ଣ, ସରଗରମ


ଅନ୍ୟ ଭାଷାରେ ଅନୁବାଦ :

जिसमें जोश हो या जोश से भरा हुआ।

उसने जोशीला भाषण दिया।
आवेशपूर्ण, जोशवाला, जोशीला, सरगरम, सरगर्म

Having or expressing strong emotions.

passionate