ଅର୍ଥ : କୌଣସି ଅଟ୍ଟାଳିକାରେ ବ୍ୟକ୍ତି,ଜିନିଷ ଆଦି ଏକ ମହଲାରୁ ଅନ୍ୟ ମହଲାକୁ ନେଇଯାଉଥିବା ଯନ୍ତ୍ର
ଉଦାହରଣ :
ଆମେ ଲିଫ୍ଟରେ ଚତୁର୍ଥ ମହଲାକୁ ଗଲୁ
ସମକକ୍ଷ : ଲିଫ୍ଟ
ଅନ୍ୟ ଭାଷାରେ ଅନୁବାଦ :
किसी इमारत में व्यक्ति, सामान आदि को एक महले से दूसरे महले पर ले जाने वाला यंत्र।
हमलोग उद्वाहक से चौथी मंजिल पर गए।