ଅର୍ଥ : ଯାହାକୁ ଦେଖି ତା ଅନୁସାରେ କିଛି କରାଯାଏ ବା ତିଆରି କରାଯାଏ
ଉଦାହରଣ :
ବୈଜ୍ଞାନିକମାନେ ପକ୍ଷୀମାନଙ୍କୁ ନମୂନା ଭାବେ ନେଇ ଉଡ଼ାଜାହାଜ ନିର୍ମାଣ କରିଛନ୍ତି
ସମକକ୍ଷ : ଆଦର୍ଶ, ଡିଜାଇନ, ଦୃଷ୍ଟାନ୍ତ, ନମୁନା, ନିଦର୍ଶନ
ଅନ୍ୟ ଭାଷାରେ ଅନୁବାଦ :
A model considered worthy of imitation.
The American constitution has provided a pattern for many republics.ଅର୍ଥ : କୌଣସି ବିଷୟକୁ ସ୍ପଷ୍ଟ ରୂପରେ ବଦଳାଇବା କିମ୍ବା ସିଦ୍ଧ କରିବାପାଇଁ କୌଣସି ଜଣାଶୁଣା ଅନ୍ୟ ବିଷୟର ଉଲ୍ଲେଖ
ଉଦାହରଣ :
ବିଷୟଗୁଡ଼ିକୁ ଉଦାହରଣ ଦେଇ ବୁଝାଇଲେ ଶୀଘ୍ର ବୁଝିହୁଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ପଦାର୍ଥର ରୂପ, ଗୁଣଆଦି ପରିଚୟ କରାଇବାପାଇଁ ତନ୍ମଧ୍ୟରୁ ବାହାର କରାଯାଇଥିବା କିଛି ଅଂଶ
ଉଦାହରଣ :
କୃଷକ ଶସ୍ୟର ନମୂନା ସେଠ୍କୁ ଦେଖେଇଲା କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଭାଷାର ଏକ ଉଦାହରଣ ଦେଖନ୍ତୁ
ଅନ୍ୟ ଭାଷାରେ ଅନୁବାଦ :
A small part of something intended as representative of the whole.
sample