ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପମହାଦ୍ୱୀପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପମହାଦ୍ୱୀପ   ବିଶେଷ୍ୟ

ଅର୍ଥ : ଯେଉଁ ବଡ଼ ଭୂଭାଗ କୌଣସି ମହାଦ୍ୱୀପର ଅଂଶବିଶେଷ ହୋଇଥାଏ

ଉଦାହରଣ : ଭାରତ ଭାରତୀୟ ଉପମହାଦ୍ୱୀପର ସବୁଠାରୁ ବଡ଼ ଦେଶ


ଅନ୍ୟ ଭାଷାରେ ଅନୁବାଦ :

वह बहुत बड़ा भूभाग जो किसी महाद्वीप का हिस्सा होता है।

भारत भारतीय उपमहाद्वीप का सबसे बड़ा देश है।
उप महाद्वीप, उपमहाद्वीप

A large and distinctive landmass (as India or Greenland) that is a distinct part of some continent.

subcontinent