ଅର୍ଥ : ମୁହାଁମୁହିଁ ହୋଇଗଲେ ମୋହବତିଆ ବ୍ୟବହାର
ଉଦାହରଣ :
ଯେତେବେଳେ ବି ଦେଖାହୁଏ, ସେ ଉପରଠାଉରିଆ ପ୍ରଶଂସା କରିବା ଆରମ୍ଭ କରିଦିଅନ୍ତି
ସମକକ୍ଷ :
ଉପୁରିଆ
ଅନ୍ୟ ଭାଷାରେ ଅନୁବାଦ :
सामना होने पर संकोचवश होनेवाला।
वह जब भी मिलता है,मुँह-देखी प्रशंसा करना शुरू कर देता है।
मुँह-देखा
Not genuine.
Feigned sympathy.
feigned