ଅର୍ଥ : କୌଣସି କାମ ଓ ରୋଗଆଦିର ସମାପ୍ତି ପରେ ହେଉଥିବା ସୁଖଦ ଅନୁଭବ
ଉଦାହରଣ :
ଔଷଧ ଖାଇଲାପରେ ହିଁ ମୋର ମୁଣ୍ଡ ବ୍ୟଥାରୁ ଉପଶମ ମିଳିଲା
ସମକକ୍ଷ : ଆରାମ
ଅନ୍ୟ ଭାଷାରେ ଅନୁବାଦ :
The feeling that comes when something burdensome is removed or reduced.
As he heard the news he was suddenly flooded with relief.ଅର୍ଥ : କୌଣସି ହାନିକାରକ କାର୍ଯ୍ୟ, ଅବସ୍ଥା ଆଦିକୁ ରୋକିବା ପ୍ରକ୍ରିୟା
ଉଦାହରଣ :
ସରକାର କ୍ୟାନସରର ନିବାରଣ ପାଇଁ ପ୍ରୟାସରତ ଅଛନ୍ତିନିୟମିତ ଯୋଗାସନ କଲେ ରୋଗରୁ ଉପଶମ ମିଳେ
ସମକକ୍ଷ : ନିବାରଣ
ଅନ୍ୟ ଭାଷାରେ ଅନୁବାଦ :
The act of preventing.
There was no bar against leaving.