ଅର୍ଥ : ଯେଉଁ ବ୍ୟକ୍ତିଙ୍କୁ ଉପେକ୍ଷା କରାଯାଇଛି ବା ଯାହାଙ୍କପ୍ରତି ଧ୍ୟାନ ଦିଆ ଯାଇ ନାହିଁ
ଉଦାହରଣ :
ସେମାନେ ଜୀବନସାରା ଗରିବ ତଥା ଉପେକ୍ଷିତମାନଙ୍କର ସେବା କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାକୁ ତିରସ୍କାର କରାଯାଇଛି
ଉଦାହରଣ :
ତିରସ୍କୃତ ପିଲାମାନଙ୍କ ମନରେ ହୀନ ଭାବନା ଜାତ ହୁଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଉପରେ ଧ୍ୟାନ ଦିଆଯାଇନାହିଁ
ଉଦାହରଣ :
ଏହି ଗାଁ ଆଜିବି ଶାସନ କଳ ଦ୍ୱାରା ଉପେକ୍ଷିତ ସେ ମୋ କଥାକୁ ଭୃକ୍ଷେପ କଲାନାହିଁ
ଅନ୍ୟ ଭାଷାରେ ଅନୁବାଦ :
जिसपर ध्यान न दिया गया हो।
यह गाँव शासन द्वारा आज भी उपेक्षित है।Lacking a caretaker.
A neglected child.