ଅର୍ଥ : ପୃଥିବୀର ଯେଉଁ ଭାଗ କର୍କଟ ଓ ମକରକ୍ରାନ୍ତି ମଧ୍ୟରେ ଅଛି
ଉଦାହରଣ :
ଉଷ୍ଣକଟିବନ୍ଧୀୟ ପ୍ରଦେଶରେ ଉଷ୍ଣତା ଅଧିକ
ସମକକ୍ଷ : ଟ୍ରପିକାଲ୍ ଜୋନ
ଅନ୍ୟ ଭାଷାରେ ଅନୁବାଦ :
पृथ्वी का वह भाग जो कर्क और मकर रेखाओं के बीच में पड़ता है।
ताइवान समशीतोष्ण कटिबंध और उष्णकटिबंध के अन्तराल में आबाद है।The part of the Earth's surface between the Tropic of Cancer and the Tropic of Capricorn. Characterized by a hot climate.
torrid zone, tropical zone, tropicsଅର୍ଥ : କର୍କଟ ଓ ମକର ରେଖାର ମଧ୍ୟରେ ରହୁଥିବା ଭୂଭାଗ
ଉଦାହରଣ :
ତାଇୱାନ୍ ସମଶୀତୋଷ୍ଣ କଟିବନ୍ଧ ଓ ଉଷ୍ଣକଟିବନ୍ଧର ମଧ୍ୟରେ ସମୃଦ୍ଧିଶାଳୀ ହୋଇଛି