ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ସ୍ତ୍ରୀର ରଜ ପ୍ରବାହିତ ହେଉଛି
ଉଦାହରଣ : ଗର୍ଭ ଧାରଣ ନ କରିପାରିବା କାରଣରୁ ରଜସ୍ୱଳାକୁ ଲୋକମାନେ ଥଟ୍ଟା କରିବାକୁ ଲାଗିଲେ
ସମକକ୍ଷ : କୁସୁମବତୀ, ପୁଷ୍ପବତୀ, ପୁଷ୍ପିତା, ରଜବତୀ, ରଜସ୍ୱାଳା
ଅନ୍ୟ ଭାଷାରେ ଅନୁବାଦ :हिन्दी
वह स्त्री जिसका रज प्रवाहित होता हो।
ଅର୍ଥ : ଯାହାର ରଜ ପ୍ରବାହିତ ହୁଏ
ଉଦାହରଣ : ରଜସ୍ୱଳା ସ୍ତ୍ରୀ ହିଁ ଗର୍ଭଧାରଣ କରିପାରେ
ସମକକ୍ଷ : ପୁଷ୍ପବତୀ, ରଜସ୍ୱଳା, ରଜୋବତୀ
जिसका रज प्रवाहित होता हो।
ସଂସ୍ଥାପନ କରନ୍ତୁ