ଅର୍ଥ : ଯାହାର ସଂଗଠନ ହୋଇଛି
ଉଦାହରଣ :
ଇଂରେଜମାନଙ୍କ ସହିତ ଟକ୍କର ଦେବା ପାଇଁ ଭାରତୀୟମାନଙ୍କୁ ସଂଗଠିତ ହେବାକୁ ପଡ଼ିଥିଲା
ସମକକ୍ଷ : ସଂଗଠିତ
ଅନ୍ୟ ଭାଷାରେ ଅନୁବାଦ :
Held together as by social or cultural ties.
A close-knit family.ଅର୍ଥ : ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା
ଉଦାହରଣ :
ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :