ଅର୍ଥ : ଏହି ସଂସ୍ଥା ଯାହାର ଉଦ୍ଦେଶ୍ୟ କଳା,ସାହିତ୍ୟ,ବିଜ୍ଞାନ ଆଦିର ଉନ୍ନତି ତଥା ପ୍ରଚାର କରିବା
ଉଦାହରଣ :
ହିନ୍ଦୀ ଏକାଡ଼େମୀ ହିନ୍ଦୀର ବିକାଶ ଓ ପ୍ରସାରରେ ଲାଗିଛି
ସମକକ୍ଷ : ଅକାଦେମୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ;ଜ୍ଞାନର ଉନ୍ନତି ଲାଗି ପ୍ରସ୍ତୁତ ଭବନ
ଉଦାହରଣ :
ଏହି ଆକାଦେମୀରେ କେତୋଟି ବଡ଼ବଡ଼ ବଖରା ଅଛି
ସମକକ୍ଷ : ଆକାଦେମୀ