ଅର୍ଥ : ସରକାର ସହିତ ଅଂଶୀଦାର ନଥିବା ବା ଏହାର ଅଧୀନରେ ନଥିବା ସଂସ୍ଥା
ଉଦାହରଣ :
ଆଜିକାଲି ଭାରତରେ ସ୍ବୟଂ ସେବୀ ସଂସ୍ଥାଗୁଡିକର ବନ୍ୟା ଆସିଛି
ସମକକ୍ଷ : ସ୍ବୟଂ ସେବୀ ସଂସ୍ଥା
ଅନ୍ୟ ଭାଷାରେ ଅନୁବାଦ :
वह संस्था जो सरकार का भाग न हो ना उसके अधीन हो।
आजकल भारत में ग़ैर सरकारी संस्थाओं की बाढ़ आ गई है।An organization that is not part of the local or state or federal government.
ngo, nongovernmental organization