ଅର୍ଥ : ଫଟୋ ଆଦି ରଖାଯାଉଥିବା ମାନବନିର୍ମିତ ପୁସ୍ତକଭଳି ଏକ ବସ୍ତୁ
ଉଦାହରଣ :
ସେ ତା ବାହାଘର ଆଲବମ ସାଇତି ରଖିଛି
ସମକକ୍ଷ :
ଆଲବମ
ଅନ୍ୟ ଭାଷାରେ ଅନୁବାଦ :
एक पुस्तकनुमा मानव-कृति जिसमें फोटो आदि रखे जाते हैं।
उन्होंने अपनी शादी का एलबम संभाल कर रखा है।
अलबम,
एलबम
A book of blank pages with pockets or envelopes. For organizing photographs or stamp collections etc.
album