ଅର୍ଥ : ଓଜନିଆ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଓଜନିଆ ହୋଇଥିବାରୁ ସେ ଏହି ବସ୍ତୁକୁ ଉଠାଇପାରିଲା ନାହିଁ
ସମକକ୍ଷ : ଭାରି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ମହତ୍ତ୍ୱ ଆଦି ଅଧିକ ବା ଯେଉଁଥିରେ ଗୁରୁତ୍ୱ ରହିଛି
ଉଦାହରଣ :
ଆମକଥାଠାରୁ ଗୁରୁଜୀଙ୍କ କଥା ଗୁରୁତ୍ୱପୂର୍ଣ୍ଣ
ସମକକ୍ଷ : ଗୁରୁତ୍ୱପୂର୍ଣ୍ଣ, ଭାରୀ
ଅନ୍ୟ ଭାଷାରେ ଅନୁବାଦ :