ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓହରି ଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓହରି ଯିବା   କ୍ରିୟାପଦ

ଅର୍ଥ : ନିର୍ବାଚନ ଆଦିରେ ପ୍ରାର୍ଥୀ ପଦର ପ୍ରତିଯୋଗିତାରୁ ଅପସରି ଯିବା

ଉଦାହରଣ : ନିର୍ଦଳୀୟ ପ୍ରାର୍ଥୀ ହୁକୁମଲାଲ ଓହରିଗଲେ

ସମକକ୍ଷ : ବସି ଯିବା


ଅନ୍ୟ ଭାଷାରେ ଅନୁବାଦ :

निर्वाचन आदि में उम्मीदवार का प्रतियोगिता से हट जाना।

निर्दलीय उम्मीदवार झुमुकलालजी बैठ गए।
बैठना

Make a retreat from an earlier commitment or activity.

We'll have to crawfish out from meeting with him.
He backed out of his earlier promise.
The aggressive investment company pulled in its horns.
back away, back out, crawfish, crawfish out, pull back, pull in one's horns, retreat, withdraw