ଅର୍ଥ : ତୁଳସୀ ଆଦିର ମାଳା
ଉଦାହରଣ :
ମହାତ୍ମାଜୀ କଣ୍ଠି ମାଳା ପିନ୍ଧିଛନ୍ତି
ସମକକ୍ଷ : କଂଠି ମାଳା, କଣ୍ଠି, କଣ୍ଠି ମାଳା
ଅନ୍ୟ ଭାଷାରେ ଅନୁବାଦ :
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklace