ଅର୍ଥ : କୃପଣ ହେବାର ଅବସ୍ଥା ବା ଭାବ
ଉଦାହରଣ :
କୃପଣତା କାରଣରୁ ସେଠ୍ ଦୌଲତରାମ କାହାକୁ ପଇସାଟିଏ ବି ଦିଏନାହିଁ
ସମକକ୍ଷ : କଞ୍ଜୁସ ପଣିଆ, କୃପଣତା
ଅନ୍ୟ ଭାଷାରେ ଅନୁବାଦ :
Extreme care in spending money. Reluctance to spend money unnecessarily.
parsimoniousness, parsimony, penny-pinching, thrift