ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗଳାରେ ପିନ୍ଧିବାର ଗୋଟିଏ ଆଭୂଷଣ
ଉଦାହରଣ : ଗୀତା କଣ୍ଠମଣି ପିନ୍ଧିଛି
ସମକକ୍ଷ : କଂଠମଣି
ଅନ୍ୟ ଭାଷାରେ ଅନୁବାଦ :हिन्दी English
गले में पहनने का एक आभूषण।
Jewelry consisting of a cord or chain (often bearing gems) worn about the neck as an ornament (especially by women).
ଅର୍ଥ : ଗଳାର ଯେଉଁ ହାଡ଼ଟି ଆଗକୁ ବାହାରି ପଡ଼ିଛି
ଉଦାହରଣ : ଗଳାର ଘଣ୍ଟିକା ପାଖ ଜାଗାଟି ବହୁତ କୋମଳ
ସମକକ୍ଷ : ଘଟିକା, ଘଣ୍ଟିକା
गले की वह हड्डी जो कुछ आगे निकली रहती है।
A U-shaped bone at the base of the tongue that supports the tongue muscles.
ସଂସ୍ଥାପନ କରନ୍ତୁ