ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସର୍ଦ୍ଦି, ଭୟ ଆଦି କାରଣରୁ ହେଉଥିବା ରୋମାଞ୍ଚ ବା କମ୍ପ
ଉଦାହରଣ : କମ୍ପରୁ ରକ୍ଷାପାଇବା ନିମନ୍ତେ ସେ କୋଠରୀକୁ ଚାଲିଗଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
सर्दी, भय आदि के कारण होने वाली रोमांचयुक्त थरथराहट या कँपकँपी।
A reflex motion caused by cold or fear or excitement.
ଅର୍ଥ : କମ୍ପିବାର କ୍ରିୟା ବା ଭାବ
ଉଦାହରଣ : ମେଲେରିଆର କାରଣରୁ ଶରୀରରେ ଅତ୍ୟଧିକ କମ୍ପ ହେଉଛି ଭୁକମ୍ପ କ୍ଷେତ୍ରର ବାହାରେ ବି ବହୁଦୂର ପର୍ଯ୍ୟନ୍ତ କମ୍ପନ ଅନୁଭୁତ ହେଉଥିଲା
ସମକକ୍ଷ : କମ୍ପନ, କମ୍ପିବା, ଥର, ଥରିବା, ସ୍ପନ୍ଦିତ
शरीर की कांपने की क्रिया, दशा या भाव।
The act of vibrating.
ସଂସ୍ଥାପନ କରନ୍ତୁ