ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗିନି ଭଳି ଗୋଲାକାର ଧାତୁଖଣ୍ଡର ଯୋଡ଼ି ଯାହା ପୂଜାଆଦି ସମୟରେ ବଜାଯାଏ
ଉଦାହରଣ : କୀର୍ତ୍ତନରେ କେତେ ଯୋଡ଼ା ଝାଞ୍ଜ ବାଜୁଥିଲା
ସମକକ୍ଷ : ଝାଁଝ
ଅନ୍ୟ ଭାଷାରେ ଅନୁବାଦ :हिन्दी English
मँजीरे की तरह का गोलाकार धातु के टुकड़ों का जोड़ा जो पूजन आदि के समय बजाया जाता है।
A percussion instrument consisting of a concave brass disk. Makes a loud crashing sound when hit with a drumstick or when two are struck together.
ଅର୍ଥ : ହାତରେ ବଜାଯାଉଥିବା କାଠ ତିଆରି ଏକ ପ୍ରକାର ବାଜା
ଉଦାହରଣ : ସେ କରତାଳ ବଜାଉଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
लकड़ी का बना एक प्रकार का बाजा जो हाथ से बजाया जाता है।
ସଂସ୍ଥାପନ କରନ୍ତୁ