ଅର୍ଥ : କୌଣସି ଘଟଣା ସମ୍ପର୍କରେ କଳହ ବା ଆବେଶପୂର୍ଣ୍ଣ ବିବାଦ କରିବା
ଉଦାହରଣ :
ଜମି ଭାଗବାଣ୍ଟକୁ ନେଇ ଶ୍ୟାମ ତା ଭାଇମାନଙ୍କ ସହିତ କଳି କଲା
ସମକକ୍ଷ : ଗଣ୍ଡଗୋଳ କରିବା, ଝଗଡ଼ା କରିବା, ଲଢିବା, ଲଢେଇକରିବା
ଅନ୍ୟ ଭାଷାରେ ଅନୁବାଦ :
किसी बात पर कहासुनी या आवेशपूर्ण विवाद करना।
जमीन के बँटवारे को लेकर श्याम अपने भाइयों से लड़ने लगा।