ଅର୍ଥ : ଛୋଟ ଗଛରୁ ପ୍ରାପ୍ତ ଗୋଟିଏ ସୁନ୍ଦର ଫୁଲ
ଉଦାହରଣ :
ମାଳୀ କାଞ୍ଚନ ଫୁଲର ମାଳ ତିଆରି କରୁଥିଲା
ସମକକ୍ଷ : କାଞ୍ଚନ ଫୁଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ
ଉଦାହରଣ :
ଆଜିକାଲି ସୁନାର ମୂଲ୍ୟ ଆକାଶ ଛୁଇଁଲାଣି ଚୈତନ୍ୟ ମହାପୁରୁଷଙ୍କ ଶରୀରରୁ ସୁନା ଭଳି ଆଭା ବାହାରୁଥିଲା
ସମକକ୍ଷ : କନକ, ସୁନା, ସୁବର୍ଣ୍ଣ, ହାଟକ, ହେମ
ଅନ୍ୟ ଭାଷାରେ ଅନୁବାଦ :
एक बहुमूल्य पीली धातु जिसके गहने आदि बनते हैं।
आजकल सोने का भाव आसमान छू रहा है।ଅର୍ଥ : ଗୋଟିଏ ଛୋଟ ଗଛ ଯେଉଁଥିରେ ସୁନ୍ଦର ଫୁଲ ଧରେ
ଉଦାହରଣ :
ମାଳି କାଞ୍ଚନ ଡାଳଗୁଡ଼ିକୁ ନୁଆଁଇ ଫୁଲ ତୋଳୁଛି
ସମକକ୍ଷ : କାଞ୍ଚନ ଗଛ
ଅନ୍ୟ ଭାଷାରେ ଅନୁବାଦ :
Small East Indian tree having orchid-like flowers and hard dark wood.
bauhinia variegata, mountain ebony, orchid tree