ଅର୍ଥ : ପିଟିଲା ପରେ ମଧ୍ୟ ଯେଉଁ ଶସ୍ୟକଣା କାଣ୍ଡରେ ଲାଗି ରହିଥାଏ
ଉଦାହରଣ :
କାଣ୍ଡରେ ଲାଗିଥିବା ଶସ୍ୟକଣିକା ଯୋଗୁଁ ନଡ଼ାରେ ମୂଷା ଲାଗିଗଲେ
ଅନ୍ୟ ଭାଷାରେ ଅନୁବାଦ :
अनाज के वे दाने जो पीटने के बाद भी बाल में लगे रह जाते हैं।
लिडौरी के कारण पुआल में चूहे लग गए हैं।