ଅର୍ଥ : କାନ୍ଦିକରି ଦୁଖ ପ୍ରକଟ କରିବାର କ୍ରିୟା ବା ଭାବ
ଉଦାହରଣ :
ରାମଙ୍କ ବନ ଗମନର ଖବର ଶୁଣି ଅଯୋଧ୍ୟାବାସୀ ବିଳାପ କରିବାକୁ ଲାଗିଲେ
ସମକକ୍ଷ :
କନ୍ଦା-କଟା, କ୍ରନ୍ଦନ, ବିଳାପ, ରୋଦନ
ଅନ୍ୟ ଭାଷାରେ ଅନୁବାଦ :
रोकर दुख प्रकट करने की क्रिया या भाव।
राम के वन गमन का समाचार सुनकर अयोध्या वासी विलाप करने लगे।
रोना-धोना,
विलाप