ଅର୍ଥ : କାମରେ ଲଗେଇବା
ଉଦାହରଣ :
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
ସମକକ୍ଷ : ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା, ରଖିବା
ଅନ୍ୟ ଭାଷାରେ ଅନୁବାଦ :
काम पर लगाना।
इस काम के लिए उसने सात आदमियों को नियुक्त किया।ଅର୍ଥ : ବିଶେଷକରି ଆଶାନୁରୂପ ପ୍ରଭାବ ପଡ଼ିବା ବା ଫଳାଫଳ ଆସିବା
ଉଦାହରଣ :
ଏହି ଔଷଧ ଭୋଜନପରେ ଖାଇଲେ ହିଁ କାମକରେ
ସମକକ୍ଷ : କାମ କରିବା, ଫଳପ୍ରଦ ହେବା, ଫଳପ୍ରସୂ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପ୍ରୟୋଗ କଲାବେଳେ ଏକ ବିଶେଷ ଉପାୟରେ ବ୍ୟବହାର କରିବା
ଉଦାହରଣ :
କୋମଳ ଧାତୁ ଭଲରୂପେ କାମକରେ
ସମକକ୍ଷ : କାମ କରିବା, ବ୍ୟବହୃତ ହେବା
ଅନ୍ୟ ଭାଷାରେ ଅନୁବାଦ :
Behave in a certain way when handled.
This dough does not work easily.