ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କିଳିଣି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କିଳିଣି   ବିଶେଷ୍ୟ

ଅର୍ଥ : ଧାତୁ ତିଆରି ଜଞ୍ଜିର

ଉଦାହରଣ : କବାଟର ଜଞ୍ଜିର ଲଗେଇକି ଯିବ

ସମକକ୍ଷ : ଜଞ୍ଜିର, ହୁକ


ଅନ୍ୟ ଭାଷାରେ ଅନୁବାଦ :

धातु का कुंडा।

दरवाज़े का कड़ा लगाते जाइएगा।
कड़ा

ଅର୍ଥ : କବାଟ ବନ୍ଦ କରିବାପରେ ଲଗାଯାଉଥିବା ଆଡ଼ିକାଠ

ଉଦାହରଣ : ବଳଦ ଅର୍ଗଳ ଭାଙ୍ଗି ଘର ଭିତରକୁ ପଶିଗଲା

ସମକକ୍ଷ : ଅର୍ଗଳ, କିଳଣି


ଅନ୍ୟ ଭାଷାରେ ଅନୁବାଦ :

वह लकड़ी जो किवाड़ बंद करने के बाद आड़ी लगाई जाती है।

बैल अरगल तोड़कर घर के अंदर घुस गया।
अगरी, अरगत, अरगल, अर्गल, अर्गला, अर्गलिका, आगर, आगल, गज, वर्कट, व्योंड़ा, व्यौड़ा

Catch for fastening a door or gate. A bar that can be lowered or slid into a groove.

latch