ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲୋଚାକୋଚା କରିବା ପ୍ରକ୍ରିୟା ବା ଭାବ
ଉଦାହରଣ : ତୁମେମାନେ କପଡ଼ାସବୁକୁ ଲୋଚାକୋଚା କରନାହିଁ
ସମକକ୍ଷ : ଲୋଚାକୋଚା, ସଙ୍କୁଚିତ
ଅନ୍ୟ ଭାଷାରେ ଅନୁବାଦ :हिन्दी
गींजने की क्रिया या भाव।
ଅର୍ଥ : କୌଣସି ବସ୍ତୁ ମୋଡ଼ିହେବା ବା ଲୋଚାହେବାପରେ ଯେଉଁ ଗଢ଼ଣ ହୁଏ
ଉଦାହରଣ : ପୋଷାକର କୁଞ୍ଚନକୁ ଇସ୍ତ୍ରୀକରି ଦୂର କରାଯାଏ
ସମକକ୍ଷ : ଭାଙ୍ଗ, ଲୋଚାମି
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह संरचना जो किसी वस्तु के मुड़ जाने या सिकुड़ने पर बनती है।
An irregular fold in an otherwise even surface (as in cloth).
ସଂସ୍ଥାପନ କରନ୍ତୁ