ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧର୍ମ ବିରୋଧୀ କାର୍ଯ୍ୟ
ଉଦାହରଣ : ଆଜିକାଲି ସମାଜରେ ଅଧର୍ମର ପ୍ରତିପତ୍ତି ବେଶୀ
ସମକକ୍ଷ : ଅଧର୍ମ, ଅଧର୍ମପଣ, କଦାଚାର, କୁଧର୍ମ, ଦୁରାଚାର
ଅନ୍ୟ ଭାଷାରେ ଅନୁବାଦ :हिन्दी English
धर्म के विरुद्ध कार्य।
Activity that transgresses moral or civil law.
ଅର୍ଥ : ନ ଚାଲିବା ଯୋଗ୍ୟ ବାଟ ଅଥବା ବିକଟ ବା ଆବୁଡ଼ାଖାବୁଡ଼ା ବାଟ
ଉଦାହରଣ : ଅବାଟରେ ଚାଲିବାରୁ ତାଙ୍କୁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଲା
ସମକକ୍ଷ : ଅପଥ, ଅବାଟ, କୁପଥ, ବିପଥ
ଅନ୍ୟ ଭାଷାରେ ଅନୁବାଦ :हिन्दी
न चलने योग्य मार्ग अथवा विकट या बीहड़ मार्ग।
ସଂସ୍ଥାପନ କରନ୍ତୁ