ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଲ୍ଚା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଲ୍ଚା   ବିଶେଷ୍ୟ

ଅର୍ଥ : ମଇଦା ବା ଅଟାକୁ ପଚାଇ ତିଆରି କରାଯାଉଥିବା ଏକ ପ୍ରକାରର ମୋଟା ତଥା ନରମ ରୁଟି

ଉଦାହରଣ : ମୋତେ ମେଥି କୁଲ୍ଚା ବହୁତ ଭଲ ଲାଗେ


ଅନ୍ୟ ଭାଷାରେ ଅନୁବାଦ :

मैदे या आटे को खमीर करके बनाई गई एक प्रकार की मोटी तथा नरम रोटी।

मुझे मेथी कुल्चा बहुत अच्छा लगता है।
कुल्चा

Flat pancake-like bread cooked on a griddle.

chapati, chapatti