ଅର୍ଥ : କୌଣସି ବଂଶରେ ବହୁ ଦିନଧରି ଚାଲି ଆସୁଥିବା ଆଚାର ବା ରୀତି
ଉଦାହରଣ :
କୁଳାଚାରକୁ ଭାଙ୍ଗିବା ବହୁତ କଠିନ
ସମକକ୍ଷ : କୁଳ ପରମ୍ପରା, କୁଳରୀତି, ବଂଶପରମ୍ପରା
ଅନ୍ୟ ଭାଷାରେ ଅନୁବାଦ :
किसी वंश में बहुत समय से होता आने वाला आचार या रीति व्यवहार।
कुलाचार को तोड़ना बहुत कठिन होता है।