ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୃଷକ ବା ଚାଷୀ ସମୂହ
ଉଦାହରଣ : ସରକାର କୃଷକଶ୍ରେଣୀର ସମସ୍ୟା ଉପରେ ଧ୍ୟାନ ଦେବା ଉଚିତ୍
ସମକକ୍ଷ : କୃଷକଦଳ, କୃଷକବର୍ଗ, କୃଷକସମାଜ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसानों या खेतिहरों का समूह।
Any number of entities (members) considered as a unit.
ସଂସ୍ଥାପନ କରନ୍ତୁ