ଅର୍ଥ : ଫୁଲର ମଝିରେ ସ୍ତ୍ରୀଲିଙ୍ଗୀ ଅବୟବ ଯାହା ପତଳା ଶାଖା ବା ସୂତା ରୂପରେ ଥାଏ
ଉଦାହରଣ :
କେଶର ଗଛର ଜନନ ଅଙ୍ଗ ସହିତ ସମ୍ବନ୍ଧିତ
ସମକକ୍ଷ : ମକରନ୍ଦ, ସ୍ତ୍ରୀକେଶର
ଅନ୍ୟ ଭାଷାରେ ଅନୁବାଦ :
फूल के बीच में के स्त्रीलिंगी अवयव जो पतले सींकें या सूत के रूप में होते हैं।
केशर पौधे के जनन अंग से संबंधित है।The female ovule-bearing part of a flower composed of ovary and style and stigma.
pistilଅର୍ଥ : ଗୋଟିଏ ଚିରହରିତ ଗଛ
ଉଦାହରଣ :
ପୁନ୍ନାଗର ଡାଳ ଅଗରେ ଲାଲ ରଙ୍ଗର ଫୁଲ ପେନ୍ଥା ଧରିଛି
ସମକକ୍ଷ : ନାଗପୁଷ୍ପ, ପାତାଳଦ୍ରୁମ, ପୁନ୍ନାଗ, ରକ୍ତପୁଷ୍ପ
ଅନ୍ୟ ଭାଷାରେ ଅନୁବାଦ :
East Indian tree having racemes of fragrant white flowers. Coastal areas southern India to Malaysia.
alexandrian laurel, calophyllum inophyllumଅର୍ଥ : ଶୀତପ୍ରଧାନ ଦେଶରେ ହେଉଥିବା ଏକ ପ୍ରକାର ଛୋଟ ଗଛ ଯାହାର ଲମ୍ବାକାଠି ଉତ୍କୃଷ୍ଟ ସୁଗନ୍ଧ ପାଇଁ ପ୍ରସିଦ୍ଧ
ଉଦାହରଣ :
କେଶରରୁ ମିଳୁଥିବା ସୁଗନ୍ଧିତ ପଦାର୍ଥର ପ୍ରୟୋଗ ଧାର୍ମିକ କାର୍ଯ୍ୟରେ ମଧ୍ୟ କରାଯାଇଥାଏ
ସମକକ୍ଷ : ଜାଫରାନ୍
ଅନ୍ୟ ଭାଷାରେ ଅନୁବାଦ :
Old World crocus having purple or white flowers with aromatic pungent orange stigmas used in flavoring food.
crocus sativus, saffron, saffron crocusଅର୍ଥ : ଥଣ୍ଡା ଦେଶରେ ହେଉଥିବା ଏକ ପ୍ରକାର ଲମ୍ବା ଫୁଲ ଯେଉଁଥିରୁ ଉତ୍କୃଷ୍ଟ ସୁଗନ୍ଧ ବାହାରିଥାଏ
ଉଦାହରଣ :
ମୋତେ ଜାଫ୍ରାନ୍ ଫୁଲ ବହୁତ ପସନ୍ଦ
ଅନ୍ୟ ଭାଷାରେ ଅନୁବାଦ :
Dried pungent stigmas of the Old World saffron crocus.
saffron